ଜୟ ଜଗନ୍ନାଥ, ଆପଣ ମାନଙ୍କୁ ସ୍ଵାଗତ ଆମର website କୁ। ଆଜିର ଏହି post ରେ ଆପଣ ଙ୍କୁ 1000 rs range ଭିତରେ 5 ଟି earphones ର comparison କରିକି ଦେଖେଇବି। ଯାହା ଦ୍ଵାରା ଆପଣ ମାନେ ଜାଣି ପାରିବେ ଯେ କୋଉ earphones ଆପଣଙ୍କ ପାଇଁ best ଆଉ କୋଉ earphones ରେ କଣ specifications ଅଛି ଏବଂ ସେ earphones ରେ କଣ ଭଲ ଏଵଂ କଣ ଖରାପ ତାହା ଜାଣିବା। ତେବେ ଚାଲନ୍ତୁ ଦେଖିବା ଏବଂ ଆମର comparison start କରିବା।
1. boAt Rockerz 255 Z Plus
ଆମର ଏକ ନମ୍ବର ଲିଷ୍ଟ ରେ ସବୁଠାରୁ best earphones ହେଉଛି boAt Rockerz 255 Z Plus ଯାହାକି 1000 ଟଙ୍କା range ଭିତରେ ଅଛି ଏବଂ ଏହା ସବୁଠୁ ନାମୀ ଦାମୀ କମ୍ପାନୀର product ଯାହାକି ଏବେକା ସମୟରେ ସବୁଠାରୁ famus କମ୍ପ
- ଏହା ଏକ Wire less headphone ଅଟେ।
- ଏହାକୁ ଆପଣମାନେ bluetooth ଦ୍ଵାରା ଆପଣଙ୍କ mobile, laptops, tablet, smart speaker ସହ connect କରି ଆପଣ ଗୀତ ଏବଂ ଭିଡିଓ ର ସାଉଣ୍ଡ ଶୁଣି ପାରିବେ।
- ଏହି earphone ଟିକୁ ଗୋଟେ ଥର ଚାର୍ଜ କରି ଆପଣ unlimited 50 ଘଣ୍ଟା ପର୍ଯ୍ୟନ୍ତ ଗୀତ ଶୁଣି ପାରିବେ।
- ଆଉଗୋଟେ best specifications ହେଉଛି ଆପଣ ମାତ୍ରର10 ମିନିଟ୍ ଚାର୍ଜ କରି ପୁରା 10 ଘଣ୍ଟା ପର୍ଯ୍ୟନ୍ତ unlimited ଗୀତ ଶୁଣି ପାରିବେ।
- Earphones ର ଦୁଇଟି speaker ରେ ଚୁମ୍ବକ ଅଛି ଯେତେବଳେ ଦୁଇଟି speaker ଏକା ସହ joint ହେଇଯିବ automatic earphones ବନ୍ଦ ହେଇଯିବ ଏବଂ ଯେବେ speakers କୁ ଅଲଗା କରି ଦେବେ ସେତେବେଳେ ପୁଣି ଚାଲୁ ହେଇଯିବ।
- ଏକା ସମୟରେ ଆପଣ ଦୁଇଟି device ସହ ଆପଣଙ୍କ earphones କୁ connect କରି ପାରିବେ।
- Earphone କୁ mobile ରେ connect କରି ବିନା lag ହୋଇ game ଖେଳି ପାରିବେ।
ଏହି earphone ର ଯାହା ବି features ଥିଲା ମୁଁ ଆପଣଙ୍କୁ କହିଲି ଯଦି ଆପଣଙ୍କୁ ଏହି product ଟି କିଣିବାର ଅଛି ତଳେ ମୁଁ AMAZON ର link ଦେଇଛି ସେଥିରେ କ୍ଲିକ୍ କରି ଆପଣ କିଣି ପାରିବେ।
2. ZEBRONICS Zeb Evolve Wireless Bluetooth
ଆମର ଦୁଇ ନମ୍ବର ଲିଷ୍ଟ ରେ ସବୁଠାରୁ best earphones ହେଉଛି ZEBRONICS Zeb Evolve Wireless Bluetooth ଯାହାକି 1000 ଟଙ୍କା range ଭିତରେ ଅଛି ଏବଂ ଏହା Zebronics କମ୍ପାନୀର product ଯାହାକି ଏବେକା ସମୟରେ ମଧ୍ୟ famus କମ୍ପାନୀ।
- ଏହା ଏକ flexible Wire less headphone ଅଟେ।
- ଏହାକୁ ଆପଣମାନେ bluetooth ଦ୍ଵାରା ଆପଣଙ୍କ mobile, laptops, tablet, smart speaker ସହ connect କରି ଆପଣ ଗୀତ ଏବଂ ଭିଡିଓ ର ସାଉଣ୍ଡ ଶୁଣି ପାରିବେ।
- ଏହି earphone ରେ voice assistant feature ଅଛି।
- best specifications ହେଉଛି ଆପଣ ମାତ୍ରର10 ମିନିଟ୍ ଚାର୍ଜ କରି ପୁରା 2 ଘଣ୍ଟା ପର୍ଯ୍ୟନ୍ତ unlimited ଗୀତ ଶୁଣି ପାରିବେ।
- Earphones ର ଦୁଇଟି speaker ରେ ଚୁମ୍ବକ ଅଛି ଯେତେବଳେ ଦୁଇଟି speaker ଏକା ସହ joint ହେଇଯିବ automatic earphones ବନ୍ଦ ହେଇଯିବ ଏବଂ ଯେବେ speakers କୁ ଅଲଗା କରି ଦେବେ ସେତେବେଳେ ପୁଣି ଚାଲୁ ହେଇଯିବ।
- ଏକା ସମୟରେ ଆପଣ ଦୁଇଟି device ସହ ଆପଣଙ୍କ earphones କୁ connect କରି ପାରିବେ।
ଏହି earphone ର ଯାହା ବି features ଥିଲା ମୁଁ ଆପଣଙ୍କୁ କହିଲି ଯଦି ଆପଣଙ୍କୁ ଏହି product ଟି କିଣିବାର ଅଛି ତଳେ ମୁଁ AMAZON ର link ଦେଇଛି ସେଥିରେ କ୍ଲିକ୍ କରି ଆପଣ କିଣି ପାରିବେ।
3. Boult Audio W20 Truly Wireless in Ear Earbuds
ଆମର ତିନି ନମ୍ବର ଲିଷ୍ଟ ରେ ସବୁଠାରୁ best Earbuds ହେଉଛି Boult Audio W20 ଯାହାକି 1000 ଟଙ୍କା range ଭିତରେ ଅଛି ଏବଂ ଏହା Boult କମ୍ପାନୀର product ଯାହାକି ଏବେକା ସମୟରେ ମଧ୍ୟ famus କମ୍ପାନୀ।
- ଏହା ଏକ Wire less Earbuds ଅଟେ।
- ଏହାକୁ ଆପଣମାନେ bluetooth ଦ୍ଵାରା ଆପଣଙ୍କ mobile, laptops, tablet, smart speaker ସହ connect କରି ଆପଣ ଗୀତ ଏବଂ ଭିଡିଓ ର ସାଉଣ୍ଡ ଶୁଣି ପାରିବେ।
- ଏହି Earbuds ଟିକୁ ଗୋଟେ ଥର ଚାର୍ଜ କରି ଆପଣ unlimited 32 ଘଣ୍ଟା ପର୍ଯ୍ୟନ୍ତ ଗୀତ ଶୁଣି ପାରିବେ।
- ଏହା ଏକ made in India Earbuds ଅଟେ।
- ଆଉଗୋଟେ best specifications ହେଉଛି ଆପଣ ମାତ୍ରର10 ମିନିଟ୍ ଚାର୍ଜ କରି ପୁରା 120 ମିନିଟ୍ ପର୍ଯ୍ୟନ୍ତ unlimited ଗୀତ ଶୁଣି ପାରିବେ।
- ଏକା ସମୟରେ ଆପଣ ଦୁଇଟି device ସହ ଆପଣଙ୍କ Earbuds କୁ connect କରି ପାରିବେ।
- Earbuds କୁ mobile ରେ connect କରି ବିନା lag ହୋଇ game ଖେଳି ପାରିବେ।
ଏହି Earbuds ର ଯାହା ବି features ଥିଲା ମୁଁ ଆପଣଙ୍କୁ କହିଲି ଯଦି ଆପଣଙ୍କୁ ଏହି product ଟି କିଣିବାର ଅଛି ତଳେ ମୁଁ AMAZON ର link ଦେଇଛି ସେଥିରେ କ୍ଲିକ୍ କରି ଆପଣ କିଣି ପାରିବେ।
4. boAt Airdopes 311 Pro Truly Wireless Ear Buds
ଆମର ଚାରି ନମ୍ବର ଲିଷ୍ଟ ରେ ସବୁଠାରୁ best earphones ହେଉଛି boAt Airdopes 311 Pro ଯାହାକି 1000 ଟଙ୍କା range ଭିତରେ ଅଛି ଏବଂ ଏହା boAt କମ୍ପାନୀର product ଯାହାକି ଏବେକା ସମୟରେ ମଧ୍ୟ famus କମ୍ପାନୀ।
- ଏହା ଏକ Wire less Earbuds ଅଟେ।
- ଏହାକୁ ଆପଣମାନେ bluetooth ଦ୍ଵାରା ଆପଣଙ୍କ mobile, laptops, tablet, smart speaker ସହ connect କରି ଆପଣ ଗୀତ ଏବଂ ଭିଡିଓ ର ସାଉଣ୍ଡ ଶୁଣି ପାରିବେ।
- ଏହି Earbuds ଟିକୁ ଗୋଟେ ଥର ଚାର୍ଜ କରି ଆପଣ unlimited 50 ଘଣ୍ଟା ପର୍ଯ୍ୟନ୍ତ ଗୀତ ଶୁଣି ପାରିବେ।
- ଏହା ଏକ made in India Earbuds ଅଟେ।
- ଆଉଗୋଟେ best specifications ହେଉଛି ଆପଣ ମାତ୍ରର10 ମିନିଟ୍ ଚାର୍ଜ କରି ପୁରା 150 ମିନିଟ୍ ପର୍ଯ୍ୟନ୍ତ unlimited ଗୀତ ଶୁଣି ପାରିବେ।
- ଏକା ସମୟରେ ଆପଣ ଦୁଇଟି device ସହ ଆପଣଙ୍କ Earbuds କୁ connect କରି ପାରିବେ।
- Earbuds କୁ mobile ରେ connect କରି ବିନା lag ହୋଇ game ଖେଳି ପାରିବେ।
ଏହି Earbuds ର ଯାହା ବି features ଥିଲା ମୁଁ ଆପଣଙ୍କୁ କହିଲି ଯଦି ଆପଣଙ୍କୁ ଏହି product ଟି କିଣିବାର ଅଛି ତଳେ ମୁଁ AMAZON ର link ଦେଇଛି ସେଥିରେ କ୍ଲିକ୍ କରି ଆପଣ କିଣି ପାରିବେ।
5. OnePlus Bullets Z2 Bluetooth Wireless in Ear Earphones
ଆମର ପାଞ୍ଚ ନମ୍ବର ଏବଂ ଲାଷ୍ଟ product ଲିଷ୍ଟ ରେ ସବୁଠାରୁ best earphones ହେଉଛି OnePlus Bullets Z2 ଯାହାକି 1000 ଟଙ୍କା range ଭିତରେ ଅଛି ଏବଂ ଏହା OnePlus କମ୍ପାନୀର product ଯାହାକି ଏବେକା ସମୟରେ ବହୁତ famus କମ୍ପାନୀ।
- ଏହା ଏକ flexible Wire less headphone ଅଟେ।
- ଏହାକୁ ଆପଣମାନେ bluetooth ଦ୍ଵାରା ଆପଣଙ୍କ mobile, laptops, tablet, smart speaker ସହ connect କରି ଆପଣ ଗୀତ ଏବଂ ଭିଡିଓ ର ସାଉଣ୍ଡ ଶୁଣି ପାରିବେ।
- ଏହି earphone ରେ voice assistant feature ଅଛି।
- ଏହି earphone ଟିକୁ ଗୋଟେ ଥର ଚାର୍ଜ କରି ଆପଣ unlimited 30 ଘଣ୍ଟା ପର୍ଯ୍ୟନ୍ତ ଗୀତ ଶୁଣି ପାରିବେ।
- best specifications ହେଉଛି ଆପଣ ମାତ୍ରର10 ମିନିଟ୍ ଚାର୍ଜ କରି ପୁରା 20 ଘଣ୍ଟା ପର୍ଯ୍ୟନ୍ତ unlimited ଗୀତ ଶୁଣି ପାରିବେ।
- Earphones ର ଦୁଇଟି speaker ରେ ଚୁମ୍ବକ ଅଛି ଯେତେବଳେ ଦୁଇଟି speaker ଏକା ସହ joint ହେଇଯିବ automatic earphones ବନ୍ଦ ହେଇଯିବ ଏବଂ ଯେବେ speakers କୁ ଅଲଗା କରି ଦେବେ ସେତେବେଳେ ପୁଣି ଚାଲୁ ହେଇଯିବ।
- ଏକା ସମୟରେ ଆପଣ ଦୁଇଟି device ସହ ଆପଣଙ୍କ earphones କୁ connect କରି ପାରିବେ।
ଏହି earphone ର ଯାହା ବି features ଥିଲା ମୁଁ ଆପଣଙ୍କୁ କହିଲି ଯଦି ଆପଣଙ୍କୁ ଏହି product ଟି କିଣିବାର ଅଛି ତଳେ ମୁଁ AMAZON ର link ଦେଇଛି ସେଥିରେ କ୍ଲିକ୍ କରି ଆପଣ କିଣି ପାରିବେ।
Conclusion
ଆପଣ ମାନଙ୍କୁ ମୁଁ ଏହି post ଦ୍ଵାରା ସବୁଠାରୁ ବେଷ୍ଟ 5 ଗୋଟି earphones ର comparison କରି ଦେଖେଇଲି। ଏ ସବୁ product ଆପଣଙ୍କୁ AMAZON ରେ 1000 rs ଭିତରେ ମିଳିଯିବ। ଆପଣମାନେ ମୁଁ ଦେଇଥିବା ଲିଙ୍କ ରେ କ୍ଲିକ୍ କରି Amazon ରୁ ଏହି product ସବୁ କିଣି ପାରିବେ। ଯଦି ଆଉ କିଛି ଜିନିଷ ଆପଣଙ୍କୁ ଜାଣିବାକୁ ଚାହୁଁଛନ୍ତି, ତେବେ comment box ରେ ମୋତେ ଜଣାନ୍ତୁ। ମୁଁ ଆପଣଙ୍କୁ ନିଶ୍ଚୟ reply ଦେବି। ମୋର ଏହି post କୁ ଆପଣଙ୍କ ସାଙ୍ଗ ସାଥି ଏବଂ ପରିବାର ଲୋକଙ୍କୁ share କରନ୍ତୁ ସମସ୍ତେ ଆମ ନିଜ ଓଡିଆ ଭାଷାରେ Amazon ର ସବୁ product ର comparison ସହଜରେ ଜାଣି ପାରିବେ। ଜୟ ଜଗନ୍ନାଥ।
Disclaimer
This website updatedgrouplink.com participates in the Amazon Services LLC Associates Program to earn advertising fees by advertising and linking to Amazon.com
0 Comments